Odia News Portal

ଦଳରେ ସାମିଲ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ()  ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ରୋହିତ ଶର୍ମା । ଟେଷ୍ଟ ଦଳରେ ସାମିଲ ହୋଇଥିବା ରୋହିତ ଶର୍ମା ପୂର୍ବରୁ ଚୟନ ହୋଇଥିବା ଦଳରୁ ବାଦ୍ ପଡିଥିଲେ ।

ତେବେ ବିରାଟ କୋହଲିଙ୍କୁ ପିତୃତ୍ୱ ଛୁଟି ମଞ୍ଜୁର କରିଛି ବିସିସିଆଇ । ପ୍ରଥମ ଟେଷ୍ଟ ପରେ କୋହଲି ଘରକୁ ଫେରି ଆସିବେ । ଦିନିକିଆ ପାଇଁ ଅତିରିକ୍ତ ୱିକେଟ କିପର ଭାବେ ସଞ୍ଜୁ ସାମସନ ସାମିଲ ହୋଇଛନ୍ତି ।