Odia News Portal

ଚିଲିକାରେ କାଉ ମଡକ

ଚିଲିକାରେ କାଉ ମଡକ । ବସିଥିବା ଅବସ୍ଥାରେ ମରିକି ତଳେ ପଡୁଛନ୍ତି ଶହ ଶହ କାଉ । ସେପଟେ କୁକୁଡା ମାନଙ୍କର ବି ଅଜଣା ମୃତ୍ୟୁରୁ ର୍ବାଡ୍ ପ୍ଲୁ ସନ୍ଦେହ କରାଯାଉଛି ।