Odia News Portal

ବିଏମସି ଗାଡିକୁ ୩୨ହଜାର ତଣ୍ଡ

ଭୁବନେଶ୍ୱର() ଭୁବନେଶ୍ୱର ମହାନଗର ନିଗମ ଗାଡିକୁ ଜରିମାନା । ୨ଟି ଅଳିଆ ବୁହା ଡମ୍ପରକୁ ୩୨ ହଜାର ୫୦୦ ଜରିମାନା ହୋଇଛି । ଗୋଟିଏ ଗାଡିକୁ ୨୨ ହଜାର ଓ ଅନ୍ୟଟିକୁ ୧୦.୫୦୦ ଫାଇନ ହୋଇଛି । ପରମିଟ,ପଲ୍ୟୁସନ ଓ ବୀମା ପାଇଁ ଗୋଟିଏ ଗାଡିକୁ ୨୨ ହଜାର ଜରିମାନା ହୋଇଥିବା ବେଳେ ଅନ୍ୟଟିକୁ ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ୧୦.୫୦୦ ଜରିମାନା ହୋଇଛି ।