Odia News Portal

ହୋମଗାର୍ଡଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ଚିଠି

ଭୁବନେଶ୍ୱର() ଓଡିଶା ହୋମଗାର୍ଡଙ୍କୁ ବିଭିନ୍ନ ସମସ୍ୟା ଓ ସେମାନଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ଅଧ୍ୟକ୍ଷ ଅମେରଶ ଜେନା ଶକ୍ତିମନ୍ତ୍ରୀ କ୍ୟାପେଟନ ଦିବ୍ୟସିଂହ ମିଶ୍ରଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି । ଓଡିଶା ହୋମଗାର୍ଡ ମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରେତ୍ୟକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟେର ଓଡିଶା ପୁଲିସଙ୍କୁ ସାହାଯ୍ୟ କରୁଛନ୍ତି । ମାଓଦମନ କ୍ଷତ୍ରେର ହେଉ କିମ୍ବା କେରାନା ମହାମାରୀ ସମୟେର ଯୋଦ୍ଧାଭୋବ ସେବା ଯୋଗାଇ ଆସୁଛନ୍ତି । ଏହି ସମୟେର େଅନକ ହୋମଗାର୍ଡ ସହିଦ ହେଉଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁସୋର ପୁଲିସ ବାହୀନଙ୍କ ଭଳି ଅନୁକମ୍ପା ରାଶି ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଉନାହିଁ । ରାଜ୍ୟ ସରକାରଙ୍କ ଘୋଷଣାକୁ ଶୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ନେିବଦନ କରିଛନ୍ତି । ପ୍ରକାଶ ଥାଉକି, ବୋଲଶ୍ୱର ଜିଲ୍ଲାର ଗୃହରକ୍ଷୀ ବୈରାଗୀ ତପସୀ ଗତ ୨୦ ତାରିଖ ଦିନ କେରୋପ୍ର ପ୍ରାଣ ହରାଇଛନ୍ତି । େଏବ ତାଙ୍କ ପତ୍ନୀ, ୯ ବଷର୍ର ଝିଅ ଓ ୫ ବଷର୍ର ପୁଅ ବେସାହାରା ହୋଇଯାଇଛନ୍ତି । ତାଙ୍କ ପତ୍ନୀ ସୁଜାତା ତାପସୀଙ୍କୁ ହୋମାଗାର୍ଡ ପଦବେୀର ନିଯୁର୍କି ପ୍ରଦାନ ଏବଂ କୋଭିଡ-୧୯ ସରକାରଙ୍କ ଘୋଷଣା ଅନୁସୋର ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଶ୍ରୀ ଜେନା ନେିବଦନ କରିଛନ୍ତି ।