Odia News Portal
Browsing Tag

C

ହୋମଗାର୍ଡଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ଚିଠି

ଭୁବନେଶ୍ୱର() ଓଡିଶା ହୋମଗାର୍ଡଙ୍କୁ ବିଭିନ୍ନ ସମସ୍ୟା ଓ ସେମାନଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ଅଧ୍ୟକ୍ଷ ଅମେରଶ ଜେନା ଶକ୍ତିମନ୍ତ୍ରୀ କ୍ୟାପେଟନ ଦିବ୍ୟସିଂହ ମିଶ୍ରଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି । ଓଡିଶା ହୋମଗାର୍ଡ ମାନେ ନିଜ ଜୀବନକୁ ବାଜି ଲଗାଇ…

୧୫ ଅକ୍ଟୋବରରୁ ଖୋଲିବ ସିନେମା ହଲ୍ ଓ ଥିଏଟର

୧୫ ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାରି ମଧ୍ୟରେ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ଆଦେଶ ଜାରି କରି…

କଂଗ୍ରେସ ଭବନରେ ବୁଲିଲା ଖଣ୍ଡା ତଲୱାର

ଭୁବନେଶ୍ବର () ରାଜ୍ୟ କଂଗ୍ରେସ ଭବନ ପରିସରେ ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମର୍ଥକ ଏବଂ ବିରୋଧୀ ଯୁବ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବିରୋଧ ଏତେ ଜୋର ହେଲା ଯେ ଶେଷରେ କଂଗ୍ରେସ…

ଭୟଙ୍କର ପ୍ରାଣୀ’ ଗାଈ

ଭାରତରେ ଗାଈ ପୂଜନୀୟ। ଏଠି ଗାଈକୁ ମାଆର ମାନ୍ୟତା ଦିଆଯାଇଛି। ଆମ ଦେଶରେ ଗାଈ ପାଳନ କରାଯାଇଥାଏ। ଏପରିକି, ଗୋ-ମାତାର ପୂଜା ମଧ୍ୟ କରାଯାଏ। ସେପଟେ ଏମିତି ବି ଏକ ଦେଶ ରହିଛି, ଯେଉଁଠି ଗାଈକୁ ଏକ ଭୟଙ୍କର ପ୍ରାଣୀ କୁହାଯାଇଥାଏ। ଏକ ରିପୋର୍ଟ ଅନୁସାରେ, ବ୍ରିଟେନରେ ଗାଈକୁ ଲୋକେ ଏମିତି ହିଁ…