Odia News Portal

ଆକାଶ ପାଠକଙ୍କ ବିରୋଧରେ ଠକେଇ ଅଭିଯୋଗ, ତଦନ୍ତ କରିବ କ୍ରାଇମବ୍ରାଂଚ ଟିମ୍

‌ବ୍ରହ୍ମପୁର ()  ଆୟ ବହିର୍ଭୂତ ସଂପତି ମାମଲାରେ ବାପା ଅଭୟକାନ୍ତ ପାଠକଙ୍କ ସହ ଜେଲରେ ଥିବା ପୁ୍‌ଅ ଆକାଶ ପାଠକଙ୍କ ବିରୋଧରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗର ଯାଂଚ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଂଚର ଦୁଇ ଜଣିଆ ଟିମ୍ ପହଂଚିଛନ୍ତି । ଚାକିରୀ ଦେବା ନାଁରେ ମୋଟା ରକମ ନେଇ ଅନେକ ଲୋକଙ୍କୁ ଆକାଶ ଠକିଥିବା ଅଭିଯୋଗ ଆସିଛି ।