Odia News Portal
Browsing Tag

Pathak

ପୁଅ ବାହାଘର ପାଇଁ ୧୦ କୋଟି

ଭୁବନେଶ୍ୱର() ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଏହି ରିମାଣ୍ଡ ସମୟରେ ଜେରାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସୂଚନା…

୩ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକ

ଭୁବନେଶ୍ୱର() ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ୩ ଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଅଭୟଙ୍କୁ ରିମାଣ୍ଡରେ ନେବାକୁ ଏସଆଇଟି ଅନୁମତି ମଗାଯାଇଥିଲା । ଅଭୟଙ୍କୁ…

ସ୍କାଏ କିଙ୍ଗ୍‌’କୁ ୬୫ ଲକ୍ଷ ଟଙ୍କାର ଚୂନ

ଭୁବନେଶ୍ବର() ଲକ୍‌ଡାଉନ୍‌ ବେଳେ ପାଠକ ଫ୍ୟାମିଲିଙ୍କ ଚାର୍ଟର ଫ୍ଲାଇଟ୍‌ରେ ଆକାଶରେ ଉଡି଼ବା ଘଟଣା ଏବେ ବେଶ୍‌ ଚର୍ଚ୍ଚାରେ । ଏହି ବିମାନ ଉଡ଼ାରେ ପାଠକ ଫ୍ୟାମିଲି ମୋଟ ୨.୭୮ କୋଟି ଟଙ୍କା ଉଡ଼ାଇଛନ୍ତି । ଖାଲି ସେତିକି ନୁହେଁ, ଟ୍ରାଭେଲ୍‌ ଏଜେନ୍ସି ‘ସ୍କାଏ କିଙ୍ଗ୍‌’କୁ ପ୍ରାୟ ୬୫ ଲକ୍ଷ…

ଭିଜିଲାନ୍ସରେ ପାଠକଙ୍କ ଡ୍ରାଇଭର, ଘରୁ ଜବତ ହୋଇଥିଲା ୨୦ ଲକ୍ଷ

ଭୁବନେଶ୍ୱର() ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ମାମଲାରେ ଖୋଳତାଡ ଜାରି ଜାରି ରହିଛି । ଏହାରି ମଧ୍ୟରେ ଆଜି ଭିଜିଲାନ୍ସ ନିକଟରେ ହାଜର ହୋଇଛନ୍ତି ଅଭୟ ପାଠକଙ୍କ ଡ୍ରାଇଭର । ପୂର୍ବରୁ ରେଡ ବେଳେ ଡ୍ରାଇଭରଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଡ୍ରାଇଭର କୁମାରାତକୁ ପଚରାଉଚରା କରିବ ଏସଆଇଟି…

ଆକାଶ ପାଠକଙ୍କ ବିରୋଧରେ ଠକେଇ ଅଭିଯୋଗ, ତଦନ୍ତ କରିବ କ୍ରାଇମବ୍ରାଂଚ ଟିମ୍

‌ବ୍ରହ୍ମପୁର ()  ଆୟ ବହିର୍ଭୂତ ସଂପତି ମାମଲାରେ ବାପା ଅଭୟକାନ୍ତ ପାଠକଙ୍କ ସହ ଜେଲରେ ଥିବା ପୁ୍‌ଅ ଆକାଶ ପାଠକଙ୍କ ବିରୋଧରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗର ଯାଂଚ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଂଚର ଦୁଇ ଜଣିଆ ଟିମ୍ ପହଂଚିଛନ୍ତି । ଚାକିରୀ ଦେବା…

ଆଇଏଫଏସ ପାଠକଙ୍କ ଗୁମର ଖୋଲିବ ଏସଆଇଟି

ଭୁବନେଶ୍ୱର() ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ହେବା ମାମଲାରେ ଗୁମର ଖୋଲିବାକୁ ଯାଉଛି ଏସଆଇଟି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସବୁ ଦିଗରୁ ତଦନ୍ତ କରିବ ଏସଆଇଟି । ଏହି ଦତନ୍ତ କରିବାକୁ ଏସଆଇଟି ଟିମ୍ ଗଠନ ହୋଇ ସାରିଛି । ଏସଆଇଟି ଟିମରେ ୨୦ ଜଣ ସଦସ୍ୟ ରହିଛନ୍ତି । ବ୍ୟାଙ୍କ…