Odia News Portal

ପ୍ରଦୀପ ଜେନାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ୧୯୮୯ ବ୍ୟାଚର ଆଏଏସ ଅଫିସର ଶ୍ରୀ ପ୍ରଦୀପ ଜେନା ଓ ଶ୍ରୀମତି ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ତାଙ୍କ ସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଶ୍ରୀ ଜେନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଏବଂ ସ୍ପେସାଲ ରିଲିଫ କମିସନର ପଦବୀରେ ପୂର୍ବ ଭଳି ଦାୟୀତ୍ୱ ତୁଲାଇବେ ।

ସେହିପରି ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହିତ ଜଙ୍ଗଲ ଓ ପରିବେଷ ବିଭାଗର ଶାସନ ସଚିବ ଦାୟୀତ୍ୱ ତୁଲାଇବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପଦୋନ୍ନତି ପାଇଲ୍ ଅନୁମୋଦନ କରିଛନ୍ତି। ।