Odia News Portal
Browsing Tag

pradeep jena

ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର() ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଏହି ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା । ମୃତକଙ୍କ ମଧ୍ୟରେ…

ଓଡିଶାକୁ ଆସି ସାରିଛି କରୋନା ମେଡିସିନ୍

ଭୁବନେଶ୍ୱର() ଓଡିଶାକୁ ଆସି ସାରିଛି କରୋନା ମେଡିସିନ୍ । ରେମଡିସିଭିର, ଫାଭିଫ୍ଲୁ ମେଡିସିନ୍ ଆସିସାରିଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା । ଏହା ସହ କଟକଣାକୁ ନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଟକଣା ରହିବ ।…

କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି

ଭୁବନେଶ୍ୱର() କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି ଟଙ୍କା ପ୍ରଦାନ ପାଇଁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସିଏମ ରିଲିଫ ପାଣ୍ଠିରୁ ୬୨କୋଟି ଟଙ୍କା ଦେବାକୁ ଏସଆରସି ଚିଠି ଲେଖିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ଏସଆରସି ।…

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ

ଭୁବନେଶ୍ୱର()  ଆସୁଛି ବାତ୍ୟା । ଧୀରେ ଧୀରେ ଘନୀଭୂତ ହୋଇ ବଳ ଜୁଟାଉଛି । ପ୍ରାଥମିକ ଆକଳନ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ଼ ହେବା ଆଶଙ୍କା ଅଧିକ । ତେବେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି…

ପ୍ରଦୀପ ଜେନାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ୧୯୮୯ ବ୍ୟାଚର ଆଏଏସ ଅଫିସର ଶ୍ରୀ ପ୍ରଦୀପ ଜେନା ଓ ଶ୍ରୀମତି ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ତାଙ୍କ ସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଶ୍ରୀ ଜେନା ଅତିରିକ୍ତ ମୁଖ୍ୟ ଶାସନ…