ନୂଆପଡ଼ା ବ୍ୟାଟେଲ, ଚର୍ଚ୍ଚାରେ ତିନି ଚେହେରା?
ଜଟିଳ ସ୍ଥିତିରେ ନୂଆପଡ଼ା ଗଣିତ । ଜୟ ଢ଼ୋଲକିଆ ପଦ୍ମ ଧରିବା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହା ଏବେ ଅସ୍ପଷ୍ଟ । ବିଶେଷ କରି ପଦ୍ମ ଶିବରକୁ ଜୟ ଡ଼େଇବା ପରେ ନିଶ୍ଚିନ୍ତ ହୋଇ ବସିଥବା ବିଜେଡି ଏବେ ପାର୍ଥୀ ଚୟନକୁ ନେଇ ନାକେମଦ ହେଲାଣି । ନୂଆ ପାର୍ଥୀ ଚୟନ ପାଇଁ ନବୀନ ନିବାସରେ ଘନ ଘନ…