Odia News Portal
Browsing Tag

10th exam

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବେ ମାଟ୍ରିକ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ…

ସିବିଏସଇ ଟର୍ମ 2 ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ସିବିଏସଇ ଟର୍ମ 2 ପରୀକ୍ଷା ଏପ୍ରିଲ 26ରୁ ଆରମ୍ଭ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଦିନ ସାଢେ 10ଟାରୁ ପରୀକ୍ଷା ଆରମ୍ଭ କରାଯିବ ଏବଂ ପ୍ରତି ପରୀକ୍ଷା ମଧ୍ୟରେ ଅଧିକ ବ୍ୟବଧାନ ରଖାଯାଇଛି । ଦୀର୍ଘଦିନ ଧରି ସ୍କୁଲ ବନ୍ଦ…

ଅପ୍ରେଲ ୨୬ ରେ ହେବ ସିବିଏସଆଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀମାନଙ୍କ ଦାବି ଜୋର ଧରିଥିବା ବେଳେ ଅଫ୍ଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ। ଆସନ୍ତା ଅପ୍ରେଲ୍ ୨୬ ତାରିଖରୁ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ। ଅପ୍ରେଲ୍ ୨୬ ତାରିଖରୁ ଦ୍ଵାଦଶ ଶ୍ରେଣୀ…

ରାଜ୍ୟରେ ଦଶମ ଓ ଦ୍ୱ।ଦଶ ପରୀକ୍ଷା ଠିକ୍ ସମୟରେ ହେବ :ସମୀର ଦାଶ

ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଠିକ ସମୟରେ ହେବା ସମ୍ଭାବନା। ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ। ଦଶମ ସମ୍ମଟେଭି ପରୀକ୍ଷା ସରିଛି। ପରୀକ୍ଷା ଠିକ୍…