୧୯୯୯ ମହାବାତ୍ୟାକୁ ପୁରିଲା ୨୨ ବର୍ଷ
ଭୁବନେଶ୍ୱର: ଯୁଆଡ଼େ ଚାହିଁଲେ ଖାଲି କୁଡ଼ କୁଡ଼ ଶବ । ଦେଖିଲେ ଡର ଲାଗୁଥିଲେ ଆଉ ନଦେଖିଲେ ଲୁହ ବାହାରୁଥିଲା । ଆଉ ଆଜି ବି ଯଦି ସେହି କଥା ମନେ ପଡ଼ିଯାଏ ଦେହ ସିହରି ଉଠେ । ୧୯୯୯ ମସିହା ମହାବାତ୍ୟା । ସବୁକିଛି କିଛି ଉଜାଡ଼ି ଦେଇଥିଲା । ପିଲାଠାରୁ ବାପାଙ୍କୁ ଛଡ଼ାଇ ନେଇଥିଲା ଆଉ ବୃଦ୍ଧ ବାପା!-->…