Odia News Portal
Browsing Tag

abhaya

ମାଲକାନଗିରିରେ ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ମାଲକାନଗିରି() ମାଲକାନଗିରି ଜିଲ୍ଳା ଗସ୍ତରେ ଆଜି ପୋଲିସ ଡିଜି ଅଭୟ ଯାଇଥିଲେ । ସେଠାରେ ପହଞ୍ଚି ମାଓ ମୁକାବିଲା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ସେହି ବୈଠକରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସ୍ୱାଭିମାନ ଅଞ୍ଚଳର ବିକାଶ ଏବଂ ଗଞ୍ଜେଇ ଚାଷ ତଥା…

ଭଦ୍ରକରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ

ଭଦ୍ରକ() ଭଦ୍ରକ ଜିଲ୍ଲାରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ। ମଙ୍ଗଳବାର ପୋଲିସ୍ ଡିଜି ଅଭୟ ଜିଲ୍ଲା ପୋଲିସ୍ କାର୍ୟ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ପୂର୍ବାଞ୍ଚଳ ଆଇଜି ଏବଂ ଭଦ୍ରକ ଏସପିଙ୍କ ସହ ଜିଲ୍ଲାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର କ୍ରାଇମ୍…

ଅଭିଯୋଗ ବୁଝିବା ଲାଗି ଡିଜିପିଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର()  କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି ।  କେଉଁଭଳି  ଲୋକଙ୍କ ଅଭିଯୋଗ ବୁଝିବେ ନେଇ ପୁଲିସ ଡିଜି ଗାଇଡଲାଇନ ଜାରି କରିଛନ୍ତି । ସମ୍ପୃକ୍ତ ଗାଇଡଲାଇନଗୁଡ଼ିକ  ହେଲା: ୧- ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ…

ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ଆହ୍ୱାନ ଦେଲେ ଡିଜିପି ଅଭୟ

ଭୁବନେଶ୍ୱର() ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ଡିଜିପି ଅଭୟ । ଏନେଇ ଶୁକ୍ରବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଭଳି ୫ ଜିଲ୍ଲାକୁ ବାଦ…

ପୋଲିସଙ୍କୁ ପୁରୀ ଯିବା ମନା

ପୁରୀ() ପୁରୀରେ ରଥଯାତ୍ରା ଚାଲିଛି । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ କରାଯାଇଛି ।ଏବେ ଡ଼୍ୟୁଟି ଥିବା ପୋଲିସଙ୍କ ବ୍ୟତୀତ ଅନ୍ୟ ସମସ୍ତ ପୋଲିସଙ୍କୁ ପୁରୀ ଯିବାକୁ ମନା କରାଯାଇଛି । ପୁରୀକୁ ଅନ୍ୟ ପୋଲିସ କିମ୍ବା ତାଙ୍କ ପରିବାର ଲୋକେ ଯାଇପାରିବେନି । ୪ଜୁଲାଇ…

ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ଫାଇନ ଆଦାୟ

ଭୁବନେଶ୍ୱର() ମାସ୍କ ପିନ୍ଧିନଥିବା ଅମାନିଆ ମୋଟା ଅଙ୍କର ଜୋରିମାନା ଦେଇଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ ପରେ ପୁଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା…

ମାସ୍କ ନପିନ୍ଧିଲେ ଗିରଫ ସହ ଜୋରିମାନା

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା…