ପୁଅ, ଝିଅ ନାଁରେ ୭ ଆକାଉଣ୍ଟ
ବ୍ରହ୍ମପୁର() ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)। ରାଜ୍ୟର ବିଭିନ୍ନ ସହରରେ ଭିଜିଲାନ୍ସ ଏସ୍ଆଇଟି ଯାଞ୍ଚ ଜାରି ରଖିଛି। ବ୍ରହ୍ମପୁରରେ ସୋମବାରଠାରୁ ଏସ୍ଆଇଟି ପହଞ୍ଚି ଅଭୟକାନ୍ତ ପାଠକ, ତାଙ୍କ…