Odia News Portal
Browsing Tag

abhijit iyer controversy

ଅଭିଜିତଙ୍କୁ ବିଧାନସଭା ଦେଲା କ୍ଷମା

ଅଭିଜିତ୍ ଆୟାରଙ୍କୁ କ୍ଷମା ଦେଲା ବିଧାନସଭା । ତେବେ ଓଡ଼ିଶାର କଳା ସଂସ୍କୃତି ଓ ଇତିହାସ ସଂପର୍କରେ ପଢ଼ିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ଗୃହ କମିଟି । ଏ ନେଇ ପୁସ୍ତକ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଅନୁରୋଧ କରାଯାଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ବିଧାୟକଙ୍କ ଉପରେ ଅଶାଳୀନ…

ଶୀତଅଧିବେଶନର ଦ୍ୱିତୀୟ ଦିନ, ଦାଖଲ ହେବ ଅଭିଜିତଙ୍କ ରିପୋର୍ଟ

ଆଜି ବିଧାନସଭା ଶୀତଅଧିବେଶନର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ମାତ୍ର ୧୮ ମିନିଟ୍ ଚାଲିଥିବାବେଳେ ଆଜି କେମିତି ଚାଲିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ଚାଷୀ ସମସ୍ୟା ନେଇ ଆଲୋଚନା କରିବା ଦାବିରେ ଉଭୟ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଫଳରେ ଉଭୟ…

ଜେଲରୁ ମୁକୁଳିବା ଅଭିଜିତଙ୍କ ପାଇଁ ସହଜ ନୁହେଁ

ଓଡିଶାର କଳା , ସଂସ୍କୃତି ଓ ବିଧାୟକ ମାନଙ୍କ ସମ୍ପର୍କରେ ରୁଚିହୀନ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ ଭୋଗୁଥିବା ଅଭିଜିତ ଆୟାରଙ୍କ ର ହାଚତ ମିଆଦକୁ କୋର୍ଟ ଆଉ ୧୪ ଦିନ ପାଇଁ ବୃଦ୍ଧି କରିଛିନ୍ତି ଫଳରେ ଅଭିଜିତି ଜେଲରୁ ମୁକୁଳିବା କଷ୍ଟକର ହୋଇପଡିଛି । ଗତ ମାସ ୨୩ ତାରିଖରେ ଶ୍ରୀ ଆୟାର…

ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ

ବିଧାୟକ ମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଏବଂ ଓଡିଶା କଳା ସଂସ୍କୃତିକୁ ନେଇ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଭିଜିତ ଆୟାର ଆଜି ତୃତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି । ଗୃହ କମିଟି ନିର୍ଦ୍ଦେଶ ଅନୁଯାଇ ଶ୍ରୀ ଆୟାର ତାଙ୍କର ସତ୍ୟପାଠ ଗୃହ…

ଆୟରଙ୍କୁ ରିମାଣ୍ଡରେ ନେବ କୋଣାର୍କ ପୋଲିସ

ଝାରପଡା ଜେଲରେ ଅଭିଜିତଙ୍କ ପ୍ରଥମ ରାତି କଟିଛି । ତାଙ୍କୁ କୋଣାର୍କ ପୁଲିସ ୪ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଅଭିଜିତଙ୍କ ବ୍ୟବହାର ସ୍ୱାଭାବିକ ଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଝାରପଡା ଜେଲରେ ପ୍ରଥମ ରାତିରେ କିଛି ଖାଇବାକୁ ମନା କରିଦେଇଛନ୍ତି । ଜେଲ ପକ୍ଷରୁ ତାଙ୍କୁ ରୁଟି…

କାଲି ଓଡିଶା ଆସିବେ ଅଭିଜିତ ଆୟାର

ଆସନ୍ତା କାଲି ଗୃହ କମିଟିରେ ହାଜର ହେବେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର । ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ବୋକା କହିଥିବା ପ୍ରସଙ୍ଗରେ ଗୃହ କମିଟିରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ତେବେ ଓଡ଼ିଶା ଆସିବାର ଗତ କିଛି ଦିନ ପୂର୍ବରୁ ଜାତୀୟ…

୨୨ରେ ଓଡିଶା ଆସିବେ ଅଭିଜିତ ଆୟାର

ହେଲିକପ୍ଟରରେ ବସିବା ଯେ ଏତେ ଅସୁବିଧା ସୃଷ୍ଟି କରିବ ତାହା ଜାଣିନଥିଲି । ଓଡିଶା ଆସିବା ପୂର୍ବରୁ ଏଭଳି ସାଂଘାତିକ ବୟାନ ଦେଇଛନ୍ତି କୋର୍ଣାକ ମନ୍ଦିର ଓ ବିଧାୟକ ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର । ଏପରିକି ଓଡିଶାର କଳା ଓ ସଂସ୍କୃତି ସର୍ମ୍ପକରେ ବିବାଦୀୟ ମନ୍ତବ୍ୟ…