Odia News Portal

ଜେଲରୁ ମୁକୁଳିବା ଅଭିଜିତଙ୍କ ପାଇଁ ସହଜ ନୁହେଁ

ଓଡିଶାର କଳା , ସଂସ୍କୃତି ଓ ବିଧାୟକ ମାନଙ୍କ ସମ୍ପର୍କରେ ରୁଚିହୀନ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ ଭୋଗୁଥିବା ଅଭିଜିତ ଆୟାରଙ୍କ ର ହାଚତ ମିଆଦକୁ କୋର୍ଟ ଆଉ ୧୪ ଦିନ ପାଇଁ ବୃଦ୍ଧି କରିଛିନ୍ତି ଫଳରେ ଅଭିଜିତି ଜେଲରୁ ମୁକୁଳିବା କଷ୍ଟକର ହୋଇପଡିଛି । ଗତ ମାସ ୨୩ ତାରିଖରେ ଶ୍ରୀ ଆୟାର ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି ।