Odia News Portal
Browsing Tag

abhisek

ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଅଭିଶେକ

ଭୁବନେଶ୍ୱର: ଗ୍ରୀନକରିଡରରେ ଏୟାରପୋର୍ଟରେ ପହଞ୍ଚିବା ପରେ କୋଲକାତା ଅଭିମୁଖେ ଏୟାର ଆମ୍ବୁଲାନ୍ସ ଯ୍ଧବକ୍ତନ୍ତି ଅଭିଶେକ ମହାପାତ୍ର । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ବିମାନ ବନ୍ଦର ଯାଏଁ ବିଏମସି ପକ୍ଷରୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇ ଅଭିଷେକ୍ଙ୍କୁ ବିମାନ ବନ୍ଦର ନିଆଯାଇଥିଲା ।…

ଏୟାରପୋର୍ଟ ଅଭିମୁଖେ ଅଭିଶେକ

ଭୁବନେଶ୍ୱର: ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି ବାସୁଦେବପୁର ଅଞ୍ଚଳର ଯୁବକ ଅଭିଶେକ ମହାପାତ୍ର । ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ ଅଭିଶେକଙ୍କୁ । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ଗ୍ରୀନ କରିଡରରେ ତାଙ୍କୁ ଏୟାରପୋର୍ଟ ନିଆଯାଉଛି । କୋଭିଡ ଆକ୍ରାନ୍ତ ପରଠାରୁ ଗୁରୁତର ଅଛନ୍ତି…