Odia News Portal
Browsing Tag

Aditya das

କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହେଲେ ହାଇକୋର୍ଟ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ମାନ୍ୟବର କୋର୍ଟ ବିରକ୍ତ ହେବାର କାରଣ ଏହିକି…

ଫେସବୁକ୍ ଲାଇଭ ଭିଡିଓରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ନିଦ ବଟିକା ଖାଇ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଫେସବୁକ ପେଜରେ ଲାଇଭ ଭିଡିଓ କରି ଆତ୍ମହତ୍ୟା…

ବାହା ନହେଲେ ହାତ କାଟି ଆତ୍ମହତ୍ୟା କରିବି

ଭୁବନେଶ୍ୱର() ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ ଘଟଣାରେ ଏବେ ସାଇକୋ ଲେଡି ଟ୍ୱିଷ୍ଟ ଆସିଛି । ତେବେ ଏହି ସାଇକୋ ଲେଡି ସମ୍ପର୍କରେ ଆଦିତ୍ୟଙ୍କ ମା’ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆଦିତ୍ୟଙ୍କ ମୃତୁ୍ୟରେ ସମ୍ପୃକ୍ତ ସାଇକୋ ଯୁବତୀଙ୍କ ହାତ ଥିବା ସନେ୍ଦହ କରି…

ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ସାଇକୋ ଲେଡ଼ି

ଭୁବନେଶ୍ୱର()  ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତୁ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ  । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି  । ଆଦିତ୍ୟ ଦାସଙ୍କ ମୃତୁ୍ୟ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ କରିଛନ୍ତି  । ଏନେଇ କ୍ରାଇମବ୍ରାଂଚ…

ପପୁଙ୍କୁ ୨୫ ପ୍ରଶ୍ନ

ଭୁବନେଶ୍ବର() ଆଜି ସମାଜସେବୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଲାଇ ଡିଟେକ୍ସନ ଟେଷ୍ଟରେ ପପୁଙ୍କୁ ୨୫ଟି ପ୍ରଶ୍ନ ପଚରାଯାଇଥିଲା । ସେହି ପ୍ରଶ୍ନ ଗୁଡିକ ହେଉଛି- ଆଦିତ୍ୟଙ୍କ ମୃତ୍ୟୁ ଦିନ ଷ୍ଟେସନରେ କ’ଣ ଦେଖିଲ? ଷ୍ଟେସନକୁ ସେ କେମିତି ଗଲେ? ସେଠାରେ…

ହାଇକୋର୍ଟ ଗଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର()   ବହୁଚର୍ଚ୍ଚିତ  ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ  ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି ।  କେବଳ ବିଦ୍ୟାଶ୍ରୀ ନୁହନ୍ତି,  ଆଦିତ୍ୟଙ୍କ ବାପା ଓ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ…

ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ

ଭୁବନେଶ୍ୱର()  ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ ମାମଲାରେ  ଆଜି କରାଯାଇଥିବା ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି ।  ଭୁବନେଶ୍ୱର ଫରେନସିକ ଲ୍ୟାବରେ କରାଯାଇଥିବା ଟେଷ୍ଟ ସରିଛି ।  ପ୍ରାୟ ୫ ଘଣ୍ଟା ଧରି ଏହି ଟେଷ୍ଟ ଚାଲିଥିଲା ।  ଏହି…

ଆଦିତ୍ୟଙ୍କ ମୃତ୍ୟୁ ମାମଲା, ୪ଜଣଙ୍କ ହେବ ଲାଏ ଡିଟେକସନ ଟେଷ୍ଟ

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କେତେ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇ ପାରିନାହିଁ । ଏହି ମାମଲାର ବର୍ତ୍ତମାନ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାର ଶୀର୍ଷରେ ପହଞ୍ଚିବା ନେଇ ୪ଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ…

କିଏ ଲେଖିଥିଲା ସୁଇସାଇଡ ନୋଟ, ଆସିଲା ରିପୋର୍ଟ

ଭୁବନେଶ୍ବର () ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନ ଦିନକୁ ଆହୁରି ଅଡ଼ୁଆରେ ଛନ୍ଦି ହୋଇଯାଉଛି। ସୁଇସାଇଡ ନୋଟ ଅନ୍ୟ କେହି ଲେଖିଥିବା ଆଦିତ୍ୟଙ୍କ ସ୍ତ୍ରୀ ଦାବି କରିବା ପରେ ଘଟଣା ନୂଆ ମୋଡ ନେଇଥିଲା । ତେଣୁ ହ୍ୟାଣ୍ଡରାଇଟିଂ ଆଦୀତ୍ୟଙ୍କର ନା ଆଉ କାହାର ତାହା ସନ୍ଦେହ ଘେରରେ ଥିଲା।…

ମତେ ଅଯଥା ବଦନାମ୍‌ କରନି

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲରା ଦୁଇ ସପ୍ତାହରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ହତ୍ୟା ନା ଆତ୍ମହତ୍ୟା , ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡେଥ୍‌ ମିଷ୍ଟ୍ରି ଘଟଣାରେ ପୁଣି ମୁହଁ ଖୋଲିଛନ୍ତି ସ୍ତ୍ରୀ ବିଦ୍ୟାଶ୍ରୀ । ଜବତ ଡାଏରୀର ସୁଇସାଇଡ୍‌ ନୋଟ୍‌ରେ ଶେଷ ୨…