Odia News Portal
Browsing Tag

ahar kendra

ବଦଳୁନି ଆହାର କେନ୍ଦ୍ରର ଖାଦ୍ୟ ତାଲିକା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅନ୍ୟତମ ଆକର୍ଷଣୀୟ ଓ ସଫଳ ଯାଜନା ଆହାରରେ ଖାଦ୍ୟର ତାଲିକା ଦୀର୍ଘଦିନ ହେଲା ବଦଳୁ ନାହିଁ । ତାଲିକା ବଦଳୁନାହିଁ କି ଏହା ପରିଚାଳନାରେ ଥିବା ସଂସ୍ଥାରେ ବି ପରିବର୍ତ୍ତନ ହେଉନାହିଁ । ଯୋଜନା ଆରମ୍ଭ ସମୟରୁ ଆହାର କେନ୍ଦ୍ରରେ କେବଳ ଭାତ ଡାଲମା ମିଳୁଥିବାବେଳେ…

ପୁରୁଷୋତ୍ତମପୁରରେ ଆହାର କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ସ୍ଥାୟୀ ଆହାର କେନ୍ଦ୍ରର ଶୁଭ ଉଦଘାଟନ ହୋଇଛି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଉଦଘାଟନ କରିଛନ୍ତି । ଆସନ୍ତା ପାଞ୍ଚ ତାରିଖରୁ ଏହି କେନ୍ଦ୍ରରେ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦିଆଯିବ । ୨୭ ଲକ୍ଷ ଟଙ୍କା ଖର୍ଚ୍ଚରେ…

ବଢିଲା ଆହାର କେନ୍ଦ୍ର ଖୋଲା ରହିବା ଅବଧି

ଭୁବନେଶ୍ୱର() ଏଣିକି ୪ ଟା ଯାଏଁ ଖୋଲା ରହିବା ଆହାର କେନ୍ଦ୍ର । ଦିନ ୧୦ ଟାରୁ ଅପରାହ୍ନ ୪ ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ ନିୟନ୍ତ୍ରଣ ପାଇଁ ଏହି ପଦୃକ୍ଷେପ ନିଆଯାଇଛି । ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା…

ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା

ଭୁବନେଶ୍ୱର()  ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ ସହରାଚଂଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…