ଟାଟା ଗ୍ରୁପ୍ ହାତକୁ ଗଲା ଏୟାର ଇଣ୍ଡିଆ
ଟାଟା ଗ୍ରୁପ ହାତକୁ ଗଲା ଏୟାର ଇଣ୍ଡିଆ । ଆଜି ବିଧିବଦ୍ଧ ଭାବରେ ହସ୍ତାନ୍ତର ହୋଇଛି ଏୟାର ଇଣ୍ଡିଆ। । ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସରକାରଙ୍କୁ ପୂର୍ଣ୍ଣ ରାଶି ପୈଠ କଲାପରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି ଟାଟା ଗ୍ରୁପ୍ । ଟାଟା ସନ୍ସ ଚେୟାରମ୍ୟାନ୍ ଏନ୍.!-->…