ବଢିଲା ଜେଟ୍ ଇନ୍ଧନର ଦାମ୍,ବିମାନ ଯାତ୍ରା ହେବ ଆହୁରି ମହଙ୍ଗା
ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏପ୍ରିଲର ମାସର ପ୍ରଥମ ଦିନରେ ଜେଟ ଇନ୍ଧନ ବା ଏୟାର ଟର୍ବାଇନର (ATF) ମୂଲ୍ୟ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଜେଟ ଇନ୍ଧନର ମୂଲ୍ୟକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପରେ ଜେଟ ଇନ୍ଧନର ମୂଲ୍ୟ କିଲୋମିଟର!-->…
