Odia News Portal
Browsing Tag

all shops are closed in cuttack

ଦିନ ୨ଟା ପରେ କଟକରେ ଦୋକାନ ବନ୍ଦ

ଭୁବନେଶ୍ୱର: ଦିନ ୨ଟା ପରେ କଟକ ସହରରେ ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିବ | କରୋନା ସ୍ଥିତି ନେଇ ସିଏମସି କମିଶନର ପ୍ରେସମିଟ୍ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ସଂକ୍ରମଣ ବଢୁଛି…