ଅଁଳାର ଉପକାରିତା, ଓଜନ ହ୍ରାସଠାରୁ ଆରମ୍ଭ କରି ଅନେକ ସମସ୍ୟାକୁ କରିଥାଏ ଦୂର
ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି । ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଅଁଳା ଏକ ସୁପରଫୁଡ୍ ଯାହା ଔଷଧୀୟ ଗୁଣରେ…