ଦେଓମାଳି ଉପରେ ଆନ୍ଧ୍ରର ନଜର!
କୋରାପୁଟ: ଓଡ଼ିଶାରେ ବଢ଼ୁଛି ଆନ୍ଧ୍ରର ରାଜନୀତି । କୋଟିଆ ପରେ ଏବେ ଦେଓମାଳି ଉପରେ ପଡ଼ିଛି ଆନ୍ଧ୍ରର ନଜର । ଆନ୍ଧ୍ର ଅଧିକାରୀ ସଦଳବଳେ କୋଟିଆ ଗସ୍ତ କରିଥିବା ଜଣାପଡ଼ିଛି। ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆ!-->…