ଆଣ୍ଟିବାଓଟିକ୍ସର ରୋଗକୁ ଆହୁରି ଅଧିକ ବଢାଇ ଥାଏ, ଅଧିକ ଜାଣନ୍ତୁ
ସାମାନ୍ୟ ଥଣ୍ଡା କିମ୍ବା ଜ୍ବର ଯାହା ଦୁଇ ତିନି ଦିନ ଭିତରେ ପ୍ରାୟେ ଭଲ ହୋଇଯାଇଥାଏ, ବାସ୍ତବରେ ଏହାର ଚିକିତ୍ସା ପର୍ୟ୍ୟବେକ୍ଷଣର ଆବଶ୍ୟକତା ନଥାଏ । କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଚିନ୍ତା କରୁଛେ କିଭଳି ଜଲଦି ଭଲ ହେବା । ସେଥିପାଇଁ ନିଜେ ନିଜେ ଗୋଟେ ଡକ୍ଟର ହୋଇ ବିଭିନ୍ନ ଔଷଧ ଗ୍ରହଣ…