Odia News Portal
Browsing Tag

anuska sharma

ପତ୍ନୀ ଅନୁଷ୍କାଙ୍କ ସହ ଫଟୋ ସେୟାର କଲେ କୋହଲି

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। କ୍ରିକେଟ୍ ରୁ ଏହି ବିରତିକୁ ବିରାଟ ତାଙ୍କ ପରିବାର ସହିତ ବିତାଉଛନ୍ତି | ରବିବାର ଦିନ ସେ ସୋସିଆଲ ମିଡିଆରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ସେଲଫି ସେୟାର…

କ୍ରିକେଟ ମଇଦାନକୁ ଓହ୍ଲାଇବେ ଅନୁଷ୍କା

ନୂଆଦିଲ୍ଲୀ: ସ୍ୱାମୀ ବିରାଟ କୋହଲୀଙ୍କ ଭଳି ଅନୁଷ୍କା ଶର୍ମା ମଧ୍ୟ କ୍ରିକେଟ ମଇଦାନକୁ ଓହ୍ଲାଇବେ। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିବ। ତେବେ ଏହାର କାରଣ ଜାଣି ଅନୁଷ୍କାଙ୍କ ପ୍ରଶଂସକମାନେ ନିଶ୍ଚିତ ଖୁସି ହେବେ। ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ…