Odia News Portal
Browsing Tag

arun sahoo

ବିହନ ଓ ସାର ଯୋଗାଣ ନେଇ କୃଷିମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର () ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲା ଦାୟୀତ୍ୱରେ ଥିବା…

ପଙ୍ଗପାଳ ଆକ୍ରମଣରୁ ଫସଲ ରକ୍ଷା ପାଇଁ ରଣନୀତି

ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । କୃଷି ଭବନରେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଏହି ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ । OUATର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ । ପଙ୍ଗପାଳ ଆକ୍ରମଣରୁ ଫସଲ…

ଚାଷିଙ୍କ କ୍ଷତିର ଭରଣା କରାଯିବ: କୃଷିମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅମ୍ପାନ ପଳେଇ ଯାଇଛି।ଓଡ଼ିଶାରେ ସେତେଟା ପ୍ରଭାବ ପକାଇ ନାହିଁ। ଏହା ରାଜ୍ୟର ୪ ଜିଲ୍ଲାରେ ପ୍ରଭାବ ପକେଇଛି।ସେଇ ଜିଲ୍ଲାଗୁଡିକୁ କିପରି ସହାୟତା ଯୋଗାଇ ଦିଆଯିବ ସେଥିପାଇଁ ଅଣ୍ଟା ଭିଡିଛନ୍ତି ବିଭାଗୀୟ ମନ୍ତ୍ରୀମାନେ।ଚାଷୀମାନଙ୍କ ମନବଳକୁ ଦୃଢ଼ କରିବା ସହ ସବୁ ପ୍ରକାର…

ବିହନ ଯୋଗାଣ ଦିଗରେ ଅଧିକ ଗୁରୁତ୍ୱାରୋପ

ଭୁବନେଶ୍ୱର () କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ଓ କୃଷକ…

ଲକଡାଉନକୁ ଛାତ୍ରଛାତ୍ରୀ ସୁଯୋଗଭାବେ ଗ୍ରହଣ କରନ୍ତୁ

ଭୁବନେଶ୍ୱର() କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ…

ଅକ୍ଷୟ ତୃତୀୟାରେ କ୍ଷେତରେ ହଳ କରି କୃଷକଙ୍କୁ କୃଷିମନ୍ତ୍ରୀଙ୍କ ସମ୍ମାନ

ଭୁବନେଶ୍ବର() ପବିତ୍ର ଅକ୍ଷୟ ତୃତୀୟା ବା କୃଷକ ଦିବସରେ କ୍ଷେତରେ ହଳ କରି ଚାଷୀ ମାନଙ୍କର ମନୋବଳ ବଢାଇଲେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ । କରୋନା ସମୟରେ ଚାଷୀମାନଙ୍କର ଅଭାବନୀୟ କ୍ଷତି ଘଟିଥିବା ବେଳେ କୃଷିମନ୍ତ୍ରୀ ନିଜେ ହଳ କରି ଚାଷୀମାନଙ୍କ ଘା'ରେ ମଲମ ଲଗାଇଛନ୍ତି । କରୋନା…

ଏଣିକି ଅନଲାଇନରେ ମିଳିବ ପନିପରିବା

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଏବେ ରାଜ୍ୟରେ ଜାରି ରହିଛି ଲକଡାଉନ । ଏହି ସମୟରେ ଯାନବାହାନ ଚଳାଚଳ ବନ୍ଦ ଓ ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ହାଟ ପାଇଁ ଅନୁମତି ଦିଆଯାଇଥିବାରୁ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ପନିବରିବା ଚାଷୀ । ଅଧିକାଂଶ ସ୍ଥାନରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ବିଲରେ…

ଏଣିକି ଅନଲାଇନରେ ପଢ଼ିବେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର() କରୋନା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କିପରି ଅସୁବିଧା ନହେବ ସେନେଇ ପଦକ୍ଷେପ ନିଆଯାଇଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ କରିହେବ ନାହିଁ ।…

୨୦ରୁ ଉଚ୍ଚ ଶିକ୍ଷା ବିଭାଗର ଗ୍ରୁପ ଏ ଅଫିସର ଆସିବା ବାଧ୍ୟତାମୂଳକ

ଭୁବନେଶ୍ୱର () ଜୁନ୍ ସତରରେ ସ୍କୁଲ କଲେଜ ଖୋଲିବା ପରେ ଯେ କୌଣସି ସମୟରେ ପରୀକ୍ଷା ହେବ । ତେଣୁ ଛୁଟି ସମୟରେ ପାଠ ପଢ଼ାରେ ଧ୍ୟାନ ଦେବାକୁ ମନ୍ତ୍ରୀଙ୍କ ପରାମର୍ଶ । ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସମସ୍ତ କୁଳପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଦେଶରେ ଶିକ୍ଷା ବ୍ୟବସ୍ଥାର…

ଫିସରି ଓ ଭେଟେରିନାରୀ ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର () ଫିସରି ଓ ଭେଟେରିନାରୀ ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ନିର୍ଦ୍ଦେଶ ।ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ସମୟରେ ଦିଆଗଲା ନିର୍ଦ୍ଦେଶ। ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବ । ଏଭଳି ଲକ୍ ଡାଉନ୍ ପୂର୍ବରୁ ନ ଥିଲା । ତେଣୁ ଟିକିଏ ଅସୁବିଧା ହେବ। ଦୁଇ…