Odia News Portal
Browsing Tag

asit-tripathy

ଏବେ ସ୍ଥିତି ସ୍ୱାଭାବିକ ରହିଛି

ଭୁବନେଶ୍ୱର()  ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ  ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ ୩…

ଦିନକୁ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ପଡ଼ିବ

ଭୁବନେଶ୍ୱର()  ଏବେ ରାଜ୍ୟରେ ଦିନକୁ ହାରାହାରି ସାଢେ଼ ୮ ଲକ୍ଷ ଲୋକଙ୍କୁ କାମ ଯୋଗାଉଛନ୍ତି ସରକାର । ଏହାକୁ ଆହୁରି ବଢ଼ାଇବାକୁ ହେବ । ଦିନକୁ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ପଡ଼ିବ । ଏ ମାସ ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବାକୁ ହେବ । ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ…

ମାସ୍କ ନପିନ୍ଧିଲେ ୫ ହଜାର ଫାଇନ୍

ଭୁବନେଶ୍ୱର () ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ୍ । କିଛି କଟକଣା କଡା କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଣିକି ମାସ୍କ ନପିନ୍ଧିଲେ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ । ତୃତୀୟ ଥର ଧରାପଡିଲେ ୫ ହଜାର ଟଙ୍କା ଫାଇନ୍ ଆଦାୟ…

କରୋନା ମୁକାବିଲା ରଣନୀତିକୁ ସର୍ବାଧିକ ଗୁରୁତ୍ବ

ଭୁବନେଶ୍ୱର()  ରାଜ୍ୟରେ କରୋନା ମୁକାବିଲାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ବିଭିନ୍ନ ସୂତ୍ରରୁ ସରକାର ସମ୍ବଳ ସଂଗ୍ରହ କରିଛନ୍ତି । ଏପରିକି ସରକାରୀସ୍ତରରେ ଖର୍ଚ୍ଚକାଟ ମଧ୍ୟ କରାଯାଇଛି । ଏବେ ୨୦୨୦-୨୧ ବଜେଟରେ ହୋଇଥିବା ବ୍ୟବସ୍ଥାରେ ସଂଶୋଧନ କରାଯିବ । ସ୍ବାସ୍ଥ୍ୟ ବିଭାଗ…

ଘରୋଇ ହସ୍ପିଟାଲଗୁଡିକୁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଚେତାବନୀ

ଭୁବନେଶ୍ବର()  ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଅଧିକାଂଶ ସ୍ଥାନରେ ସାଧାରଣ ରୋଗୀଙ୍କୁ କରୋନା ରୋଗୀଭାବି ଚିକିତ୍ସା କରାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟର ଘରୋଇ ହସ୍ପିଟାଲ/…

ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି

ଭୁବନେଶ୍ୱର() ଏଣିକି ସହରରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଆଜି ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂୂଚାନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥି ଲାଗି ଯେଉଁ ଖର୍ଚ୍ଚ ହେବ ତାହା…

ଓଡ଼ିଶା ମଡ଼େଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି

ଭୁବନେଶ୍ୱର() ଆଜି କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ପରି ସମସ୍ୟା ବିଶ୍ୱରେ ଆଗରୁ କେବେ ଦେଖାଯାଇ ନାହିଁ । ଓଡ଼ିଶାରେ ଆଗୁଆ କରାଯାଇଥିବା ପ୍ରସ୍ତୁତି ଓ ନିଷ୍ପତ୍ତିକୁ ସୁଫଳ ମିଳିଛି । ବୟସ୍କ ଲୋକଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ…

ଲକଡାଉନ ୪.୦କୁ ନେଇ ଗାଇଡ଼ଲାଇନ, କ’ଣ ଖୋଲା ରହିବ ଆଉ କ’ଣ ବନ୍ଦ ରହିବ ଜାଣନ୍ତୁ …

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ଲକ ଡାଉନ ୪.୦ ଆରମ୍ଭ ହୋଇଛି । ତାଲାବନ୍ଦ ୪.୦ରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ଓଡ଼ିଶାରେ ଥିବା ସ୍ଥିତିକୁ ଭଲ ରଖିବା ଆମ ଦାୟିତ୍ୱ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି । ଏନେଇ ଗାଇଡ଼ ଲାଇନ…

ସମସ୍ତ ଜିଲ୍ଲାପାଳ ଓ ଅଫିସରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧକ୍ଷତାରେ ସମ୍ଭାବ୍ୟ ବାତ୍ୟା ନେଇ ବୈଠକ ହୋଇଥିଲା । ସେହି ବୈଠକରେ ଏସଆରସି , ଡିଜିପି ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ, ଏନଡ଼ିଆରଏଫର ବରିଷ୍ଠ…

ନିୟମ ଭାଙ୍ଗିଲେ ଗିରଫ ହେବେ

ଭୁବନେଶ୍ୱର() ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତିି ଯେ, ଓଡିଶାରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି । ଟ୍ରେନ୍ ଓ…