Odia News Portal
Browsing Tag

asit-tripathy

ଘର ବାହୁଡା ଲୋକ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର () କରୋନା ମୁକାବିଲାରେ ତୃତୀୟ ପର୍ଯ୍ୟାୟ ଲଢେଇ ପାଇଁ ପ୍ରସ୍ତୁତ ହୋଉଛନ୍ତି ରାଜ୍ୟ ସରକାର । ଏହି ପର୍ଯ୍ୟାୟରେ ବାହାର ରାଜ୍ୟରେ ଫସିଥିବା ଓଡିଆ ଫେରିବା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ରାଜ୍ୟ ସରକାର ଘର ବାହୁଡା ଲୋକ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ପ୍ରସ୍ତୁତ…

ଲକଡାଉନ ଭାଙ୍ଗିଲେ ଏତିକି ବର୍ଷ ଜେଲ

ଭୁବନେଶ୍ବର()    ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ବାବଦରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଥିଲେ ଯେ, ଆଜିର…

ଇନ୍‌କମିଂ କଲ୍‌ ବନ୍ଦ ନକରିବାକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର () କରୋନା ବିପତ୍ତି ଯୋଗୁଁ ସାରା ରାଜ୍ୟ ଏବେ ସଙ୍କଟରେ । ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ନାନାଦି ସମସ୍ୟା ସାମ୍ନା କରୁଛନ୍ତି । ଏପରିସ୍ଥଳେ କୌଣସି ଟେଲି ସେବା ଯୋଗାଉଥିବା ସଂସ୍ଥା କୌଣସି ମୋବାଇଲ ନମ୍ବରରୁ ଇନ୍‌କମିଂ କଲ୍‌ ବନ୍ଦ ନକରୁ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ…

ଅସିତ ତି୍ରପାଠୀ ପରବର୍ତ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର()  ଉନ୍ନୟନ କମିଶନର ଥିବା ଅସିତ୍ ତ୍ରିପାଠୀ ରାଜ୍ୟର ପରବର୍ତ୍ତି ମୁଖ୍ୟ ଶାସନ ସଚିବ ହେବେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଏ.ପି ପାଢୀ ମୁଖ୍ୟ ନିର୍ବାଚନ କମିଶନର ହେଉଥିବାରୁ ତାଙ୍କ ସ୍ତାନରେ ଶ୍ରୀ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ହେବା ନିଷ୍ପତ୍ତି ହୋଇଯାଇଛି । ଏହା ମଧ୍ୟରେ ଜଳ…