Odia News Portal
Browsing Tag

assembly

୨୫ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ() ବିଧାନସଭା ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୨୫ ତାରିଖରେ ଏହି ସର୍ବଦଳୀୟ ବସିବ ବୋଲି ଜଣାପଡିଛି । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭା କେମିତି ଚାଲିବ, ତାହା ଉପରେ ଏହି ବୈଠକରେ ଆଲୋଚନା ହେବ ।

୨୯ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର() ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ ପ୍ରଶ୍ନକାଳ ରହିବନି । ରବିବାରରେ ମଧ୍ୟ ଗୃହକାର୍ଯ୍ୟ ଚାଲିବ । ବରିଷ୍ଠ ବିଧାୟକ ଭିଡ଼ିଓ କନଫରେନ୍ସିଂରେ…

୨୩ରୁ ଚାଲିବ ବିଧାନସଭା !

ଭୁବନେଶ୍ୱର() ଚଳିତ ମାସ ୨୩ରୁ ଷୋଡ଼ଶ ବିଧାନସଭାର ୪ର୍ଥ ଅଧିବେଶନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ ଏହି ଅଧିବେଶନ ୨୩ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଅର୍ଥାତ ୮ ଦିନ ଚାଲିବ । ଏଥିପାଇଁ ସଦସ୍ୟମାନଙ୍କଠାରୁ ଅଣତାରକା ପ୍ରଶ୍ନ ଲୋଡ଼ା ଯାଇଛି । କୋଭିଡ ଯୋଗୁଁ ଆସନ୍ତା…

୩୦ ପୂର୍ବରୁ ବସିବ ବିଧାନସଭା

ଭୁବନେଶ୍ୱର()   ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ବସିବ ।  ଏନେଇ  ସୂଚନା ଦେଇଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।  ସେ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ଅଧିବେଶନ ବସିଛି ।  ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏନେଇ କଥା ହୋଇଛି ।  ଗାଇଲାଇନ…

୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର() ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ । ଏନେଇ ଆଜି ସୁଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।…

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଆରମ୍ଭରୁ ବିରୋଧୀଙ୍କ ହାତରେ, ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ରଖିବା ପ୍ରସଙ୍ଗ। ଏହାକୁ ନେଇ ଉଠିବ ପଡିବ ବିଧାନସଭା। ବିରୋଧୀ ଦଳର ରଣନୀତିରୁ ଏମିତି ଆଭାସ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ କେଉଁ ପରିସ୍ଥିତିରେ…

ଏଣିକି ବିଧାନସଭାରେ ଉପସ୍ଥିତ ରହିବେ ଅଫିସର

ଭୁବନେଶ୍ୱର()  ଏଣିକି ବିଧାନସଭାରେ ଉପସ୍ଥିତ ରହିବେ ଅଫିସର । ଏନେଇ ଆଜି ନିଦେ୍ର୍ଧଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଫିସରମାନେ ଗୃହ କାର୍ଯ୍ୟ ବେଳେ ତାଙ୍କ ବିଭାଗର ଆଲୋଚନା ବେଳେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଫିସରମାନେ ସେମାନଙ୍କ ଗ୍ୟାଲେରୀରେ ବସିବେ । ଆଉ ଆବଶ୍ୟକ…

ଏଣିକି ବିଧାନସଭାକୁ ଲାପଟପ ଧରି ଆସିବେ ବିଧାୟକ

ଭୁବନେଶ୍ୱର() ଏଣିକି ବିଧାନସଭାକୁ ବିଧାୟକମାନେ ଲାପଟପ ଧରି ଆସିବେ। ବଜେଟ ଅଧିବେଶନରେ ଅର୍ଥ ବିଭାଗ ପକ୍ଷରୁ ବିଧାୟକ ମାନଙ୍କୁ ଲାପଟପ ଦିଆଯିବ । ଏହା ସହିତ ଦୁଇ ମାସରେ ବିଧାନସଭା ଓ୍ବାଇଫାଇ ହେବା ସହ ପେପର ଲେସ ହେବ। ଏନେଇ ଓକାକ ଏବଂ ବିଏସଏନଏଲ ସହିତ ଆଲୋଚନା ଶେଷ ହୋଇସାରିଛି। ଅର୍ଥ ବିଭାଗ…

ଫେବୃୟାରୀରେ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ

ଭୁବନେଶ୍ୱର()  ଆସନ୍ତା ଫେବୃୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ତଥ୍ୟ ମଗାଯାଇଛି। ଜାନୁୟାରୀ ୨୦ ସୁଦ୍ଧା ସମସ୍ତ ବିଭାଗ ସରକାରଙ୍କ ବିକାଶର…

ଆଗୁଆ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର() ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆଜି ଶେଷ ହୋଇଛି। ୧୭ ଟି କାର୍ୟ୍ୟ ଦିବସ ଆଗରୁ ଶେଷ ହୋଇଛି ଅଧିବେସନ। ଡିସେମ୍ବର ୧୯ରେ ସାରିଥାନ୍ତା ଅଧିବେଶନ। ସରକାରୀ କାର୍ୟ୍ୟ ନଥିବା ହେତୁ ଆଗୁଆ ବନ୍ଦ କରାଯାଇଛି। ଏହି ସମୟରେ ୫ଟି ବିଲ…