Odia News Portal
Browsing Tag

assistant profesor basanti jena death

ଆସିଷ୍ଟାଣ୍ଟ ପ୍ରଫେସର ଙ୍କ ଆତ୍ମହତ୍ୟା,ମୃତ୍ୟୁ ପୂର୍ବରୁ ୧୦୦ କୁ କରିଥିଲ କଲ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଓୟୁଏଟି କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି । ସେନେଇ ଖୋଳତାଡ