Odia News Portal
Browsing Tag

auto driver

ମହାନତା ଦେଖାଇଲେ ଅଟୋ ଡ୍ରାଇଭର, ଫେରାଇଲେ ୭ ଲକ୍ଷ ଟଙ୍କାର ସୁନା ଗହଣା

ସମ୍ବଲପୁର: ସ୍ୱାର୍ଥପର ଦୁନିଆରେ ମଣିଷ ଅନ୍ୟକୁ ଲୁଟିବାକୁ ଚେଷ୍ଟା କରିଥାଏ । ନିଜେ କେମିତି ଭଲରେ ରହିବ ଓ ଟଭ୍‌କା ରୋଜଗାର କରିବ ସେ ବିଷୟରେ ଭାବିଥାଏ । କିନ୍ତୁ ଆଜି ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାର୍ଯ୍ୟ କରିବାକୁ ଭଲ ପାଆନ୍ତି । ଯେତିକି ରୋଜଗାର କରନ୍ତି…