Odia News Portal
Browsing Tag

ayan khan

ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏନସିବି

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ନେବା ମାମଲାରେ ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଆୟନଙ୍କୁ ଏନସିବି ପକ୍ଷରୁ କ୍ଲିନଚିଟ୍ ମିଳିଛି । ଅର୍ଥାତ ଡ୍ରଗ୍ସ କେସ୍‌ରେ ତାଙ୍କର କୌଣସି ଭୂମିକା ନାହିଁ ଓ ସେ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇଛନ୍ତି । ମୁମ୍ବାଇ କ୍ରୁଜ୍‌