ନୟାଗଡ ହସ୍ପିଟାଲରେ ନବଜାତକ ଶିଶୁ ନିଖୋଜ ଘଟଣା
					ନୟାଗଡ ମେଡିକାଲରେ ନବଜାତକ ଶିଶୁ ନିଖୋଜ ଘଟଣାରେ ନର୍ସ , ଆଟେଣ୍ଡାଣ୍ଟ  ଏବଂ ଆଶାକର୍ମୀଙ୍କୁ  ଟାଉନ ଥାନା ପୋଲିସ  ଗିରଫ କରିଛି। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁଙ୍କ ସ୍ତ୍ରୀ ଜଲି ଗତ ୨୮ତାରିଖ ଦିନ ପ୍ରସବ ପାଇଁ ଆଶାକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି!-->…				
						
						
			