Odia News Portal
Browsing Tag

Bana

ଦୀପାବଳିରେ ଫୁଟିବନି ବାଣ

ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିପାରେ ସଂପୂର୍ଣ୍ଣ କଟକଣା । ଏନେଇ ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସକୁ ପ୍ରଭାବିତ କରିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି, ଆମେ ଏବେ ଏଣ୍ଡାମିକ୍ ସ୍ଥିତିରେ ରହିଛୁ ।…

ନୀଳଚକ୍ର ବାନାରେ ଲାଗିଲା ନିଆଁ, ଦେଖନ୍ତୁ ପୁରା ଭିଡିଓ

ପୁରୀ() ସାରା ରାଜ୍ୟରେ କରୋନା ଭାଇରସକୁ ନେଇ ହାହାକାର ମଚିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଗନ୍ନାଥ ମନ୍ଦିରରେ ଉପରେ ଥିବା ପତିତପାବନ ବାନାରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ୮ଟା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ତେବେ ପାପ ମୋଚନ ଏକାଦଶୀ…