Odia News Portal
Browsing Tag

bartuhari mahatab

ଭର୍ତ୍ତୃହରିଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାାଁରେ ଥାନାରେ ଅଭିଯୋଗ । ଯୌତୁକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଭୋପାଳର ମହିଳା ଥାନାରେ ଅଭିଯୋଗ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି । ତାଙ୍କ ପୁଅ, ପତ୍ନୀ ଏବଂ ଭର୍ତ୍ତୃହରିଙ୍କ ନାମରେ