Odia News Portal
Browsing Tag

basti

ପାସ୍ ହେଲା ବସ୍ତି ବାସିନ୍ଦାଙ୍କ ଭୂମି ଅଧିକାର ସଂଶୋଧନ ବିଲ୍

ଭୁବନେଶ୍ୱର: ଭୁବନେଶ୍ୱର: ହଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ। ଏହା ଦ୍ୱାରା ଯେଉଁମାନେ ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦିଆଯିବ । ଯାହା ଫଳରେ ପ୍ରଧାନମନ୍ତ୍ରୀ ଆବାସ…

ରାଜଧାନୀରେ ପୁଲିସ୍‌ର ବସ୍ତି ତଲାସି ଅଭିଯାନରେ ବ୍ରେକ୍‌, ଜମୁଛି ଅପରାଧୀଙ୍କ ଆଡ୍ଡା

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଏବେ ନିଶା ରାଜଧାନୀରେ ପରିଣତ ହେଉଥିବାବେଳେ ଏହାକୁ ରୋକିବା ଏବେ ପୁଲିସ୍ ପାଇଁ କାଠିକର ପାଠ ହେଲାଣି । ପୂର୍ବରୁ କାଁ ଭାଁ ଗଞ୍ଜେଇ କିମ୍ବା ବ୍ରାଉନସୁଗାର ଧରା ପଡୁଥିବାବେଳେ ଏବେ କିଲୋ କିଲୋ ବ୍ରାଉନସୁଗାର ସହିତ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ ହେଉଛି । ତେବେ…