ରୋଷେଇ ଘର ପାଇଁ କିଛି ବିଶେଷ କଥା
ରୋଷେଇଘର ଘରର ଏମିତି ଏକ ସ୍ଥାନ ଯେଉଁ ଠାରେ ପୂରା ଘରର ସୁଖ,ଶାନ୍ତି ଓ ସମୃଦ୍ଧି ଯୋଡି ହୋଇରହିଥାଏ । ବାସ୍ତୁରେ ମଧ୍ୟ ରୋଷେଇଘରର ସ୍ଥାନ, ଦିଗ ଏବଂ ଏହି ଘରେ ରହିବାକୁଥିବା ସମସ୍ତ ବସ୍ତୁ ବିଷୟରେ ଧ୍ୟାନ ରଖାଯାଏ । ରୋଷେଇଘରେ ବାସ୍ତୁ ଦୋଷ ହେଲେ ଘରେ ସର୍ବଦା ଅଶୁଭ ଛାୟା ପଡିରହିଥାଏ । ଆସନ୍ତୁ…