ରାଖୀରେ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ ‘ବାସୁଙ୍ଗା ପାଟ’: ଏଥିରେ ବସ୍ତ୍ର ପ୍ରସ୍ତୁତ ହୁଏ ନାହିଁ
ଦେବସ୍ନାନ ପୂର୍ଣ୍ଣିମା, ରାଖୀ ପୂର୍ଣ୍ଣିମା ଆଦିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ। ଏହି ବାସୁଙ୍ଗା ପାଟ ମହାପ୍ରଭୁଙ୍କର ଅତିପ୍ରିୟ। ଖାସ୍ ଏଥି ପାଇଁ ପ୍ରତି ବର୍ଷ ରଥଯାତ୍ରା ପୂର୍ବରୁ ଭୁବନେଶ୍ବରରୁ ଶ୍ରୀମନ୍ଦିରକୁ ଯାଏ ଶହ ଶହ କିଲୋଗ୍ରାମ୍ର ବାସୁଙ୍ଗା ପାଟ।…