ପାଠ୍ୟକ୍ରମରେ ଯୋଡ଼ା ହେବ ଭଗବଦ୍ ଗୀତା: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ
ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ସିଲାବସ ବଦଳିବାକୁ ଲାଗିଛି। ଏମିତିକି ବିଭିନ୍ନ ପ୍ରକାର ପ୍ରଶ୍ନ ସହିତ ନୂଆ ସିଲାବସ ମଧ୍ୟ ଆସୁଛି। ଯେମିତିକି ଏବେ ଗୁଜୁରାଟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ବିସି ନାଗେଶ। ସେ କହିଛନ୍ତି ଯେ ଭଗବଦ୍ ଗୀତା ସମସ୍ତଙ୍କ!-->…
