ଭାର୍ଗବୀ ନଦୀ ବେଆଇନ୍ ବାଲି ଚୋରା ଚାଲଣ ଜବତ କଲା ପୋଲିସ୍
ରାତି ଅଧିଆ ଚାଲୁଥିଲା ବେଆଇନ ବାଲି ଚୋରା ଚାଲାଣ । ଗାଁ ଲୋକମାନେ ବିରୋଧ କରିବାକୁ ସେମାନଙ୍କୁ ଧମକ ଦେବା ସହ ନାଲି ଆଖି ମଧ୍ୟ ଦେଖାଉଥିଲେ ଚାଲାଣକାରୀ। ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ୧୪୪ ଧାରା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା। ଶନିବାର ରାତିରେ ପୋଲିସ ଘଟଣାସ୍ଥଳରେ ଚଢ଼ଉ କରି!-->…