Odia News Portal
Browsing Tag

Bharti shing

ଶିଶୁପୁତ୍ରକୁ ଜନ୍ମ ଦେଲେ ଭାରତୀ

ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ଭାରତୀଙ୍କ କନ୍ୟା ସନ୍ତାନ ହୋଇଛି ବୋଲି ଗୁଜବ ହେଉଥିଲା କିନ୍ତୁ ଆଜି ହିଁ ଭାରତୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ଏହି ଖୁସି ଖବର ଦେବା ପାଇଁ ତାଙ୍କ ସ୍ୱାମୀ ହର୍ଷ ଦୁହିଁଙ୍କର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର…

କମେଡିଆନ୍ ଭାରତୀ ସିଂହଙ୍କୁ ଜାମିନ

ମୁମ୍ବାଇ()  ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡିଆନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଛି । ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାଜିଷ୍ଟ୍ରେଟ କୋର୍ଟ । ତେବେ ୨୧ ନଭେମ୍ବର ବା ଗତ ଶନିବାର ଦିନ…

ଭାରତୀ ସିଂ ଗିରଫ

ମୁମ୍ବାଇ() ୪ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂ ଙ୍କୁ ଗିରଫ କରିଛି NCB। ଡ୍ରଗ୍ସ ସେବନ ମାମଲାରେ ଗିରଫ କରିଛି ଏନସିବି। ତେବେ ଆଜି ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା NCB। ଅନ୍ଧେରି ସ୍ଥିତ ଘରେ ଆଜି ରେଡ଼ ପରେ ମିଳିଥିଲା ଏହି ସାମଗ୍ରୀ। ଚଢାଉ ସମୟରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ…

ଭାରତୀଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ() ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତ ଜାରି ରହିଛି । ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ନାକୁ ଆସୁଛି, ଯାହାକୁ ନେଇ ତଦନ୍ତ ଜୋରସୋରରେ ଚଳାଇଛନ୍ତି ଏନସିବି । ଏହାରି ମଧ୍ୟରେ ଦେଶର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଅନଧେରି ସ୍ଥିତ ଘରେ ଏନସିବି ଚଢାଉ କରିଛି । ଏହି…