Odia News Portal
Browsing Tag

bharti singh

ବେବି ବମ୍ପ ଦେଖାଇ କ୍ୟୁଟ୍‌ ଫଟୋଶୁଟ୍‌ କଲେ କମେଡି କୁଇନ ଭାରତୀ ସିଂ

କମେଡିଆନ ଭାରତୀ ସିଂ ସବୁବେଳେ ଚର୍ଚ୍ଚାରେ। ନିଜ କମେଡି ସେନ୍ସ ହେଉ ଅବା ଆକ୍ଟିଂ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏବେ ଭାରତୀ ନିଜ ପ୍ରେଗନେନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୭ ବର୍ଷ ବୟସରେ ଭାରତୀ ମା’ ହେବାକୁ ଯାଉଛନ୍ତି। ଆଉ ଖାସ୍‌ ଏଥିପାଇଁ ଭାରତୀ ଫଟୋଶୁଟ୍‌ କରିଛନ୍ତି।…