Odia News Portal
Browsing Tag

bhitarakanika national park

ଆଜିଠୁ ଖୋଲିଲା ଭିତରକନିକା

ଦୀର୍ଘ ୧୦ଦିନ ଧରି ବନ୍ଦ ଥିଲା ଭିତରକନିକା । ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୧୦ଦିନ ଧରି କୁମ୍ଭୀର ଗଣନା ପାଇଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ୨ ରୁ ୧୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା। ବଉଳା କୁମ୍ଭୀର ଗଣନା

୧୦ ଦିନ ବନ୍ଦ ରହିବ ଭିତରକନିକା

ଆଜିଠାରୁ ୧୦ ଦିନ ବନ୍ଦ ଭିତରକନିକା । ଚାଲିବ କୁମ୍ଭୀର ଗଣନା । କୁମ୍ଭୀର ମାନଙ୍କର ଗଣନା ଭିତରକନିକାର ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ।

୧୦ ଦିନ ପାଇଁ ବନ୍ଦ ହେଲା ଭିତରକନିକା

୧୦ ଦିନ ବନ୍ଦ ହେଲା ଭିତରକନିକା । କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ । ଜାନୁୟାରୀ ୨ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜାନୁୟାରୀ ୨ତାରିଖରୁ