ଭୋକିଲା ପେଟକୁ ଦାନା ଯୋଗାଇବ ଅନ୍ନପୂର୍ଣ୍ଣା
					ଭୁବନେଶ୍ୱର: ଏଣିକି ରାଜଧାନୀରେ କେହି ଭୋକରେ ଶୋଇବେନି । ରାସ୍ତାକଡରେ କେହି ଅଖିଆ ରହିବେନି ।  ଭୋକିଲା ପେଟରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ପାଖରେ ଖାଇବା ପହଞ୍ଚାଇବା ଅନ୍ନପୂର୍ଣ୍ଣା । କ୍ଷୁଧାମୁକ୍ତ ଓଡିଶା ପାଇଁ ଆଜି ଲୋକାର୍ପିତ ହୋଇଛି ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ । ଭୁବନେଶ୍ୱର!-->…				
						
						
			