Odia News Portal
Browsing Tag

Bhubaneswar MP Aparajita Sarangi

ଅଣ୍ଡାମାଡ ଘଟଣାରେ ମୁହଁ ଖୋଲିଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଣ୍ଡାମାଡ ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ଅପରାଜିତା । ସେ କହିଛନ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି । ବାରମ୍ବାର ତାଙ୍କ ଉପରେ ଆକ୍ରମଣ କରାଯାଉଛି । ତେଣୁ ତାଙ୍କୁ…

ଭଗ୍ନ କୀର୍ତ୍ତିରାଜି ଦେଖି ଭାଙ୍ଗି ପଡ଼ିଲେ ସାଂସଦ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଓ ପରିପାର୍ଶ୍ୱରେ ଥିବା ପୁରାତନ ମନ୍ଦିର କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଆଜି ଏକାମ୍ର କ୍ଷେତ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର…

ବାଇ-ଲ ବିନା ଐତିହ୍ୟ ବିକାଶ ଅଧୁରା….

ଭୁବନେଶ୍ୱର: ନିଜ ମତରେ ଅଟଳ ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ଟ୍ୱିଟକରି ଅପରାଜିତା ଲେଖିଛନ୍ତି, ଐତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ୍ । କିନ୍ତୁ ବାଇ-ଲକୁ ଏଡାଇ ଏଭଳି ବିକାଶ ହେବା ଉଚିତ ନୁହେଁ । ୧୯୫୮ ଆମସର ଆକ୍ଟ ସବୁ ଆଇନର ଉର୍ଦ୍ଧ୍ବରେ । ତେଣୁ ରାଜ୍ୟ ସରକାର କୌଣସି ବିକାଶମୂଳକ କାମ…

ଅପରାଜିତାଙ୍କୁ ଆଇନା ଦେଖାଇଲେ ମାନସ ମଙ୍ଗରାଜ

ବାଇ-ଲ ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଭାରତ…

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।ସାଂସଦ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ନିଖୋଜ ପୋଷ୍ଟର ମୁଁ ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବା ବନ୍ଧୁମାନଙ୍କୁ ମୋର ଧନ୍ୟବାଦ। ସଂସଦ ଚାଲିଥିବାରୁ…

ଗଳିକନ୍ଦିରେ ଲଗାନ୍ତୁ ପୋଷ୍ଟର : ଅପରାଜିତା

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲେ ସାଂସଦ ଅପରାଜିତା | ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ |ତେବେ ଭୁବନେଶ୍ୱର ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି | ବାଇ-ଲ ପ୍ରତ୍ୟାହାର…

ଅନୁଭବ-ଅପରାଜିତାଙ୍କ ବାଇ-ଲ ଯୁଦ୍ଧ

ଭୁବନେଶ୍ୱର: ୨ ସାଂସଦଙ୍କ ମଧ୍ୟରେ ଟ୍ୱିଟ ୱାର | ଭୁବନେଶ୍ୱର ସାଂସଦ ଅପରାଜିତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ଭିତରେ ଦେଖିବାକୁ ମିଳିଛି ଟ୍ୱିଟ ୱାର । ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ । ଶନିବାର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତା କେନ୍ଦ୍ର…

ବିନ୍ଦୁସାଗର: ଶ୍ରେୟ ନେବାକୁ ନାରାବାଜି ସହ ଧସ୍ତାଧସ୍ତି

ଭୁବନେଶ୍ୱର: ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟନ ଅବସରରେ ନାରାବାଜିର ପ୍ରତିଯୋଗିତା । ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଜୁ ଜନତା ଦଳର ସମର୍ଥକ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାବାଜି କରିଥିଲେ । ପୁରା ଅଞ୍ଚଳ ନବୀନ…

ରାଜନୈତିକ ହିଂସାକାଣ୍ଡ ତାଲିକା ଦେଲେ ସାଂସଦ

ଭୁବନେଶ୍ୱର: ରାଜ୍ୟ ପୁଲିସ ମୁଖିଆଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତ କିଛି ବର୍ଷ ଭିତରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଅପରାଜିତା ଉଲ୍ଲେଖ କରିଛନ୍ତି। ସାଂସଦ ଚିଠିଲେ ଲେଖିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନରେ…