Odia News Portal
Browsing Tag

Bhubaneswar Municipal Corporation (BMC)

ଭିନ୍ନକ୍ଷମଙ୍କୁ ବିଏମସିର ଡୋର୍ ସର୍ଭିସ

ଭୁବନେଶ୍ୱର : ବୟସ୍କଙ୍କ ପରି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନଗମ(ବିଏମସି) । ଚାଲିପାରୁନଥିବା ଭିନ୍ନକ୍ଷମମାନେ କରୋନା ଟେଷ୍ଟ କରିବାକୁ ·ହିଁଲେ ୧୯୨୯ରେ ଫୋନ୍ କରିବେ । ତା'ପରେ ବିଏମସିର ମେଡିକାଲ୍ ଟିମ୍ ଘରକୁ ଯାଇ ନମୂନା ସଂଗ୍ରହ କରିବେ…

ଆଜି ରାଜଧାନୀରୁ ୫୮୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସଂକ୍ରମଣ ଭୟ । ତେବେ ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ୨୦୪ ଜଣ ସଂକ୍ରମିତ ଆଜି ସୁସ୍ଥ ହୋଇ…

ରାଜଧାନୀବାସୀଙ୍କୁ ମିଳିବ ସ୍ମାର୍ଟ ଆଡ୍ରେସ୍‌

ଭୁବନେଶ୍ୱର:ରାଜଧାନୀବାସୀଙ୍କୁ ମିଳିବ ଡିଜିଟାଲ୍ ଡୋର୍ ନମ୍ବର|ରାଜଧାନୀବାସୀଙ୍କୁ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍‌ସି । ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇ ଯାଇଛି । ସାଧାରଣତଃ ଘର ଠିକଣା…

ବର୍ଜ୍ୟ ସଂଗ୍ରହକାରୀଙ୍କୁ ମିଳିବ ନୂଆ ପରିଚୟ

ଭୁବନେଶ୍ୱର: ଦିନେ ପେଟ ପୋଷିବା ପାଇଁ ଜରି ଗୋଟାଉଥିଲେ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଞ୍ଚଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।…

ମାଗଣାରେ ନୁହେଁ,୧ଟଙ୍କାରେ ମିଳିବ ଅନ୍ନପୂର୍ଣ୍ଣା ଖାଦ୍ୟ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ମିଳିବ ନାହିଁ ମାଗଣାରେ ଖାଦ୍ୟ । ଏଥିନିମନ୍ତେ ଲୋକଙ୍କୁ ଦେବାକୁ ପଡ଼ିବ ୧ ଟଙ୍କା । ରାଜ୍ୟ ସରକାରଙ୍କ ‘ଆହାର’ ଯୋଜନାକୁ କାଉଣ୍ଟର କରିବ। ନିମନ୍ତେ କିଛି ଦିନ ପୂର୍ବେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଥିଲେ…

ରାଜଧାନୀରେ ମିଳିବ ‘ମୋ ଖତ’

ଭୁବନେଶ୍ୱର : ରାଜଧାନୀରେ ମିଳିବ`ମୋ ଖତ’ । ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାମଗର ନିଗମ ଅଞ୍ଚଳ ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ | ଭୁବନେଶ୍ୱର ୮ଟି…

ଦର୍ଶନ ପାଇଁ କୋହଳ ହେଲା କଟକଣା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନ। ତେବେ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଲିଙ୍ଗରାଜ ମନ୍ଦିରରେ କଟକଣା କୋହଳ କରାଯାଇଛି ।ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇ ଥିବା ସମୟରେ ବୟସସୀମା ଉପରୁ ପ୍ରତିବନ୍ଧକ…

ଦୀର୍ଘ ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ୯ ମାସର ଅପେକ୍ଷା ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଖୋଲିବ । କାଲିଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ପ୍ରଦାନ କରାଯାଇଛି । ତେବେ ମନ୍ଦିର…