୩ ମାଓ କ୍ୟାଡ଼ରଙ୍କ ଆତ୍ମସମର୍ପଣ
ମାଲକାନଗିରି : ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ୩ ଜଣ କ୍ୟାଡର ମାଓବାଦୀ । ମାଲକାନିଗିରି ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ । ସମସ୍ତ ମାଓବାଦୀ ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟିର ସଦସ୍ୟ । ସେମାନେ ହେଲେ ଏସିଏମ ରାଙ୍କର ମାଓବାଦୀ ମଇନୁ, ରାମେ ଓ ରଘୁ ।ମଇନୁ ଓ…