Odia News Portal
Browsing Tag

bijaya panigrahi

ଗାଁକୁ ଗାଁ ବୁଲିବ ବୁଷ୍ଟର ଟିକା ଭ୍ୟାନ:ବିଜୟ ପାଣିଗ୍ରାହୀ

ଟିକାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱାରୋପ କରିଛି ‌। କୋଭିଡ ଟିକାକରଣ ବଢ଼ାଇବାକୁ ରାଜ୍ୟର ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ବୁଲିବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ…

ବୁଷ୍ଟର ଡୋଜ ଜରୁରୀ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ବୁଷ୍ଟର ଡୋଜ୍ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ଏବେ ସଂକ୍ରମଣ କମୁଥିବାରୁ ଲୋକେ ବୁଷ୍ଟର ଡୋଜ୍ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି। ତେଣୁ ବୁଷ୍ଟର ଡୋଜ୍ ନେବାକୁ…

ଜାନୁଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟିକା ସାରିବାକୁ ଲକ୍ଷ

ଚଳିତ ମାସ ଶେଷ ସୁଦ୍ଧା ଓଡିଶାରେ ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରହିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ୯୬ ହଜାର ୬୮୪ ଜଣଙ୍କୁ ଏ ଯାଏଁ ପ୍ରିକସନ ଡୋଜ୍ ଦିଆଯାଇଛି । ଗତକାଲି ୪୬ ହଜାର ୧୦୯ ଜଣଙ୍କୁ…