ଇଣ୍ଡିଗୋ ବିମାନ ସହ ପକ୍ଷୀ ଧକ୍କା: ଜରୁରୀକାଳୀନ ଅବତରଣ, ୨୭୨ ଯାତ୍ରୀ ସୁରକ୍ଷିତ
ନାଗପୁରରୁ କୋଲକାତା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ମଝି ଆକାଶରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲେ। ଘଟଣା ସମୟରେ ବିମାନରେ ୨୭୨ ଜଣ ଯାତ୍ରୀ ଥିଲେ। ଆକାଶରେ ଏକ ପକ୍ଷୀ ସହିତ ଧକ୍କା…